fbpx

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ, ୩ା୧(ଓଡ଼ିଶା ଭାସ୍କର): ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ ମିଳିବ ବୋଲି ସୂଚନା ମିଳିଛି । । ସେହିପରି ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସମ୍ମାନିତ କରିବ ହିନ୍ଦୁଇଜିମ ଟୁଡ଼େ । ଆଜି ଅପରାହ୍ନରେ ଗୋବର୍ଦ୍ଧନ ପୀଠରେ ସମ୍ମାନିତ କରିବ ପତ୍ରିକା । ଆମେରିକାରୁ ପ୍ରକାଶିତ ଅନ୍ତଃରାଷ୍ଟ୍ରୀୟ ପତ୍ରିକା ହିନ୍ଦୁଇଜିମ ଟୁଡ଼େ ।

Get real time updates directly on you device, subscribe now.