fbpx

ଖୋର୍ଦ୍ଧାରେ ବଢିଲା କ୍ୱାରେଣ୍ଟାଇନ୍ ଅବଧି

Advertisement

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱାରେଣ୍ଟାଇନ୍ ଅବଧି । କ୍ୱାରେଣ୍ଟାଇନ୍ ଅବଧି ୭ ଦିନରୁ ୧୪ ଦିନୁକ ବୃଦ୍ଧି କରାଯାଇଛି । ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ସବୁ ବିଡିଓଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଟିଏମସିରେ ୭ ଦିନ ରହିବା ପରେ ପଜିଟିଭ୍ ବାହାରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ଟିଏମସିରୁ ଯିବା ପରେ ଘରେ ମଧ୍ୟ ୭ ଦିନ କ୍ୱାରେଣ୍ଟାଇନରେ ରହିବେ ପ୍ରବାସୀ । ହୋମ୍ କ୍ୱାରେଣ୍ଟାଇନ୍ ବେଳେ ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.