fbpx

ଅଳାଁ ନବମୀରେ ରାଧାପାଦ ଦର୍ଶନ ମନା

ସତ୍ୟବାଦୀ,୨୦ ।୧୧(ଓଡିଶା ଭାସ୍କର): ଚଳିତବର୍ଷ ସାକ୍ଷୀଗୋପାଳଙ୍କ ମନ୍ଦିରରେ ରାମାପାଦ ଦର୍ଶନ ବନ୍ଦ । ଅଳାଁ ନବମୀରେ ରାଧାପାଦ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ମାତ୍ର ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିପାରିବେ ନାହିଁ । ଏନେଇ ପ୍ରଥମ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସେବାୟତ, ପୁରୀ ଜିଲ୍ଲାପାଳ, ପୁରୀ ଏସପି ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.