fbpx

ଦିଲ୍ଲୀରୁ ଏହି ସ୍ଥାନକୁ ବନ୍ଦ ହୋଇପାରେ ରେଳ ଓ ବିମାନ ସେବା, ଜାଣନ୍ତୁ

ନୂଆଦିଲ୍ଲୀ,୨୦ ।୧୧: କରୋନା ମହାମାରୀର ଦ୍ୱିତୀୟ ଲହରୀ ଦେଶର ଅନେକ ରାଜ୍ୟରେ ଦେଖିବାକୁ ମିଳୁଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଟ୍ରେନ୍ ସହ ବିମାନ ଚଳାଚଳ ବନ୍ଦ ହୋଇପାରେ । ଖୁବଶୀଘ୍ର ଏନେଇ ନିର୍ଦ୍ଦେଶ ଦିଆଯାଇପାରେ । ଦିଲ୍ଲୀରେ ଅସମ୍ଭାଳ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.