fbpx

ରାଜଧାନୀରେ ହାଣି ଲୁଟ୍ ଉଦ୍ୟମ, କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନରେ ଲୁଯ୍ ଉଦ୍ୟମ । ଦୋକନ ଭିତରେ ପଶି ବନ୍ଧଉ, ଭୁଜାଲି ଦେଖାଇ ଲୁଟ୍ ଉଦ୍ୟମ । ଦୋକାନୀକୁ ହାଣି ଟଙ୍କା ନେଇ ଖସିଗଲା ବେଳେ ଧରାପଡ଼ିଲା । ଖସି ପଳାଉଥିବା ଲୁଟେରାଙ୍କୁ କାବୁ କଲେ ଦୋକାନୀଙ୍କ ସଂପର୍କୀୟ । ଲୁଟେରା ଠାରୁ ନକଲି ବନ୍ଧୁକ ଓ ଭୁଜାଲି ଜବତ କଲା ପୋଲିସ ।

Get real time updates directly on you device, subscribe now.