fbpx

ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତାକା ଦେଖାଇ ସେ ଶୁଭାରମ୍ଭ କରିଛନ୍ତି । ଏଣିକି ଓଡ଼ିଆ ଭାଷାରେ ଟ୍ରେନ ଟିକେଟ ମିଳିବ ବୋଲି ସୂଚନା ମିଳିଛି । ଆଗରୁ ଇଂରାଜୀ ଓ ହିନ୍ଦୀରେ ଭାଷାରେ ଟ୍ରେନ ଟିକେଟ ମିଳୁଥିଲା । ବର୍ତ୍ତମାନ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷାରେ ମଧ୍ୟ ଟ୍ରେନ ଟିକେଟ ମିଳିବ ।

Get real time updates directly on you device, subscribe now.