fbpx

ରାଜକୁମାର ହେଲେ ସ୍ୱାସ୍ଥ୍ୟ ବିଭାଗର ACS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗର ଏସିଏସ ଭାବେ କାର୍ଯ୍ୟ କରିବେ ଆଇଏଏସ୍ ରାଜକୁମାର । ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ରାଜକୁମାର ଶର୍ମା କାର୍ଯ୍ୟ କରିବେ । ରାଜକୁମାରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ଆଇଏଏସ୍ ରାଜକୁମାର ଏବେ କୃଷି ଉତ୍ପାଦନ କମିସନର ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ।

Get real time updates directly on you device, subscribe now.