fbpx

shopsy ପକ୍ଷରୁ ରାଖୀ ପୂର୍ଣ୍ଣିମା ଧମାକେଦାର ଅଫର୍: ମାତ୍ର ୩୯ ଟଙ୍କାରେ ମିଳିଯିବ…

ମୁମ୍ବାଇ : ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଫ୍ଲିପକାର୍ଟର ସପସି ପକ୍ଷରୁ ରାକ୍ଷୀ ଓ କମ୍ବୋ ଅଫର୍ ଘୋଷଣା କରାଯାଇଛି । ସୁଲଭଠାରୁ ଆରମ୍ଭ କରି ଫ୍ୟାନ୍ସି, ଦାମୀଠାରୁ ଆରମ୍ଭ କରି ସାଧାରଣ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ବହୁମାତ୍ରାରେ ବିକଳ୍ପ ଉପଲବ୍ଧ ହେବା ସହିତ, ସପସିରେ କେବଳ ୩୯ ଟଙ୍କାରେ ସମସ୍ତଙ୍କ ପାଇଁ କିଛି ନା କିଛି ଉପଲବ୍ଧ ରହିଛି ।

ପାରମ୍ପରିକ ରାକ୍ଷୀରେ ଏକ କିଛି ନୂତନ ସାମିଲ କରି ବ୍ରେସ୍ଲେଟ୍ ରାକ୍ଷୀଗୁଡିକ କୁଲ୍ ଆକସେସରିଜ୍ ଭାବେ ଦ୍ୱିଗୁଣିତ ହୋଇଛି । ସପସି ଆପରେ ଏହାକୁ ୮୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ପାଇପାରିବେ । ଯେଉଁମାନେ ମିଠା ଖାଇବାକୁ ଉପଭୋଗ କରିଥାନ୍ତି ସେମାନଙ୍କ ପାଇଁ ରାକ୍ଷୀ ଓ ଚକୋଲେଟ କମ୍ବୋ ମଧ୍ୟ ରହିଛି ।

ଚୟନ କରିବା ପାଇଁ ରହିଥିବା ଏକ ବିସ୍ତୃତ ଶୃଙ୍ଖଳାର ରାକ୍ଷୀ ଓ ଚକୋଲେଟ୍ ସହିତ ଆପଣଙ୍କ ପାଖରେ ଏକ କମ୍ବୋକୁ କଷ୍ଟମାଇଜ୍ କରିବାର ବିକଳ୍ପ ମଧ୍ୟ ରହିଛି ସପସି ଆପରେ ଏହାକୁ ୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ପାଇପାରିବେ । ସପସି ଆପରୁ ଡିଜାଇନର ରାକ୍ଷୀକୁ ମାତ୍ର ୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଏବଂ ୧୦ଟି ଆକର୍ଷଣୀୟ ରାକ୍ଷୀଥିବା ଏକ ସିଙ୍ଗଲ୍ ସେଟକୁ ସପ୍ସିରେ ୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ପାଇପାରିବେ ।

ସେହିଭଳି ପଶୁ, କାର୍, ଖାଦ୍ୟ, କଣ୍ଢେଇ, ଆକ୍ସନ ହିରୋ, ଛୋଟା ଭୀମ୍ ଆଦି ବିସ୍ତୃତ ରେରୁ ଚୟନ କରିବା ପାଇଁ ଥିମଗୁଡିକର ଏକ ସମ୍ମିଶ୍ରଣ ସହିତ କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ହୃଦୟରୁ ସବୁବେଳେ ପିଲାଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଆଦର୍ଶ ରାକ୍ଷୀ ରହିଛି । ଯାହାକୁ ସପସିରେ ୫୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ପାଇପାରିବେ ।

Get real time updates directly on you device, subscribe now.