fbpx
BSKY
BJD SHG SKY
BJD MC SKY

ଏକାଧିକ ପତ୍ନୀଙ୍କ ଏକମାତ୍ର ସ୍ୱାମୀ, ପୁଣି ଜଣେ ରଙ୍ଗିଲା ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଧରାପଡ଼ିଲେ ଆଉ ଜଣେ ରଙ୍ଗିଲା ଡାକ୍ତର । ତେବେ ସେ ନକଲି ନୁହନ୍ତି ପୁରା ଅସଲି । ତାଙ୍କର ଏକାଧିକ ପତ୍ନୀ ଥିବା ସୂଚନା ମିଳିଛି । ସରକାରୀ ଚାକିରି କରିଥିବା ଏହି ଡାକ୍ତର ଜଣକ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏନେଇ ତୃତୀୟ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ନାମରେ ଏକାଧିକ ବିବାହ ଓ ପ୍ରତାରଣାର ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପାହାଳ ନିକଟ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.