fbpx

ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଗିରଫ

ପାରାଦୀପ, ୧୮ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ବର୍ତ୍ତମାନ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ଖାକି ପୋଷାକରେ କଳଙ୍କ ଲାଗିଛି । ସେଠାରେ ଏକ ସାଢ଼େ ୪ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଦୁଷ୍କର୍ମ ଅଭିଯୋଗରେ ସିଆଇଏସଏଫ କନେଷ୍ଟବଳ ଏମ.କାଣ୍ଡାସ୍ୱାମୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏମ.କାଣ୍ଡାସ୍ୱାମୀଙ୍କୁ ଗିରଫ କରିଛି ଅଭୟଚାନ୍ଦପୁର ପୋଲିସ । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.