fbpx

ଆଜିଠୁ ଦୁଇ ଦିନିଆ ରାଜ୍ୟପାଳ ସମ୍ମିଳନୀ

ନୂଆଦିଲ୍ଲୀ,୨୩ା୧୧: ରାଷ୍ଟ୍ରପତି ଭବନରେ ଆଜିଠୁ ରାଜ୍ୟପାଳ ସମ୍ମିଳନୀ ଦୁଇ ଦିନିଆ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହି ସମ୍ମିଳନୀରେ ୫ଟି ଗ୍ରୁପ ଅଫ୍ ଗଭର୍ଣ୍ଣରସ ଗଠିତ ହୋଇଛି । ୫ଟି ଗ୍ରୁପ ଜନଜାତୀୟ ମାମଲା, କୃଷି ସୁଧାର, ଜଳ ଜୀବିକା ମିଶନ, ନୂଆଶିକ୍ଷା ନୀତି ଓ ଜୀବନଯାପନ ସମ୍ପର୍କିତ ଗ୍ରୁପ ବି ଗଠିତ ହୋଇଛି । ଜନଜାଜୀୟ ଗ୍ରୁପ ଅଫ୍ ଗଭର୍ଣ୍ଣରସରେ ଗଣେଶୀ ଲାଲ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.