ଶ୍କୋକ ପାଠ କଲେ ମିଳେ ଅଦ୍ଭୁତ ଲାଭ, ଆପଣବି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସବୁ ପାଠ ଆପେ ଆପେ ମନେ ରହିବ ଏପରି କରନ୍ତୁ..

ଓଡିଶାଭାସ୍କର:ସଂସ୍କୃତ ଶ୍କୋକ ଉଚ୍ଚାରଣ କରିବା ଦ୍ୱାରା ଆମ ବ୍ରେନ ଉପରେ ଏକ ଅଦ୍ଭୁଦ ପ୍ରକାର ପ୍ରଭାବ ପଡୋ ଏହାର ସତ୍ୟତା ଜାଣିବା ପାଇଁ ୪୨ ଜଣ ଯୁବକଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲ।। ଏଥିରୁ ଯାହା ଜଣାପଡିଲା ତାହା ବୈଜ୍ଞାନିକଙ୍କ ହୋସ ଉଡାଇଦେଲ।।

୨୦୧୮ ମସିହାରେ ସ୍ନାୟୁବିଜ୍ଞାନୀ ଜେମ୍ସ ହାର୍ଟଜେଲ ଅନୁଭବ କଲେ କି ସଂସ୍କୃତ ପଢିବା ଦ୍ୱାରା ତାଙ୍କ ମନେରଖିବା କ୍ଷମତା ଆଗ ଅପେକ୍ଷା ବଢିଛିା ଏହାର ସତ୍ୟତା ଜାଣିବା ପାଇଁ ଇଟାଲିର ଟ୍ରେଣ୍ଟୋ ମହାବିଦ୍ୟାଳୟ ଓ ଭାରତର କିଛି ବୈଜ୍ଞାନିକଙ୍କୁ ସେ ଗବେଷଣା କରିଥିଲୋ

ଗବେଷଣାରେ ୪୨ଜଣ ଯୁବକଙ୍କୁ ନେଇ ତାଙ୍କର ଏମଆରଆଇ କରାଗଲ।। ୪୨ଜଣଙ୍କ ଭିତରୁ ୨୧ଜଣ କଲେଜରେ ପଢୁଥିବା ବେଳେ ଅନ୍ୟ ୨୧ ଜଣ ୧୦ହଜାର ଘଣ୍ଟାରୁ ଅଧିକ ସମୟ ଧରି ସଂସ୍କୃତ ଅଧ୍ୟୟନ କରିଥିବା ପଣ୍ଡିତ ଥିଲୋ

ଗବେଷଣାରୁ ମିଳିଲା ଉତ୍ତର: ୪୨ଜଣ ଯୁବକଙ୍କ ଏମଆରଆଇରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଲ।। ବେଦ ପାଠ କରୁଥିବା ୨୧ ଯୁବକଙ୍କ ମନେରଖିବା କ୍ଷମତା ସାଧାରଣ ଯୁବକଙ୍କ ଠାରୁ ଅଧିକ ଅଟୋ ଏମାନେ ନିଜ ଜୀବନର ଲକ୍ଷ୍ୟ ଅତି ସହଜରେ ଜାଣିପାରନ୍ତିା

ଇମୋସନାଲ ଆଟାଚମେଣ୍ଟରୁ ସହଜରେ ମୁକୁଳି ପାରନ୍ତିା ଏପରିକି ମନ୍ତ୍ର ପଢିବା ଦ୍ୱାରା, ମସ୍ତିସ୍କର ଦୁଇ ଭାଗ ସକ୍ରିୟ ହୋଇଥାଏ ବୋଲି ଏଥିରୁ ଜଣାପଡିଥିଲ।। ସ୍ନାୟୁବିଜ୍ଞାନୀ ଜେମ୍ସ ହାର୍ଟଜେଲ ଏହାକୁ “ଦ ସାଂସ୍କ୍ରିଟ ଇଫେକ୍ଟ ବା ସଂସ୍କୃତ ପ୍ରଭାବ” ବୋଲି କହିଥିଲୋ