fbpx

ରେପୋରେଟ୍‌ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍‌ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍‌ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ ଋଣ ନେବା ଆହୁରି ମହଙ୍ଗା ହୋଇଯିବ । ଜୁନ୍‌ରେ ହେବାକୁ ଥିବା ବୈଠକରେ ଆର୍‌ବିଆଇ ଏହି ବର୍ଦ୍ଧିତ ଋଣହାର ବୃଦ୍ଧି କରିାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନର ମହଙ୍ଗା ଆର୍‌ବିଆଇ ପାଇଁ ସବୁଠୁ ଚିନ୍ତାଜନକ ବିଷୟ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି । ରୁଷ୍‌ ଓ ବ୍ରାଜିଲ୍‌କୁ ଛାଡ଼ି ପାଖାପା

Get real time updates directly on you device, subscribe now.