fbpx

ଏହି ରାଜ୍ୟ ରେ ମିଳିବ ୫ ଟଙ୍କାରେ ଭାତ, ଡାଲି,ସାଧା ଓ ଅଣ୍ଡା ତରକାରୀ, ଜାଣନ୍ତୁ କେଉଁଠି

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ‘ମାଆ’ ଯୋଜନା ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ‘ମାଆ’ ଯୋଜନାରେ ଖାଦ୍ୟ ଯୋଗାଇବେ । ମାତ୍ର ୫ ଟଙ୍କାରେ ମିଳିବ ଭାତ, ଡାଲି, ସାଧା ଓ ଅଣ୍ଡା ତରକରୀ ।
ଏହି ଯୋଜନା ରେ ପ୍ରତି ମିଲ୍‌ ପିଛା ୧୫ ଟଙ୍କା ବହନ କକରିବେ ରାଜ୍ୟ ସରକାର । ଏହାସହ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଯୋଜନା ରେ ରାନ୍ଧିବେ ଖାଦ୍ୟ ।

Get real time updates directly on you device, subscribe now.