fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ OYO କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟ କରିଛନ୍ତି ଓୟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୀତେଶ ଅଗ୍ରୱାଲ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି ରୀତେଶ କହିଛନ୍ତି । ଏହା ସହ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମେକ୍ ଇନ୍ ଓଡିଶାରେ ପୁଞ୍ଜିନିବେଶ ବଢିଚାଲିଛି । ସଡିଶାରେ ଓୟୋର ୭୫୦୦ ରୁମ୍ ସକ୍ରିୟ ଅଛି ।’

Get real time updates directly on you device, subscribe now.