fbpx

ପିକଅପ ଭ୍ୟାନ୍‌-ଲୁହା ବୋଝେଇ ଟ୍ରକ୍ ମୁହାଁମୁହିଁ: ୫ ଗୁରୁତର

AAKASH

ଖଲ୍ଲିକୋଟ: ପିକଅପ ଭ୍ୟାନ୍‌-ଲୁହା ବୋଝେଇ ଟ୍ରକ ଧକ୍କା ହେବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟନାରେ ୫ଜଣ ଗୁରୁତର ଅଛନ୍ତି । ରମ୍ଭା ଥାନା ହୁମା ନିକଟ ଜାତୀୟ ରାଜପଥ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀର ପ୍ରୟାସ କରାଯାଉଛି । ସୂଚନାନୁସାରେ, ଘଟଣାସ୍ଥଳରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.