fbpx

ମୁର୍ଶିଦାବାଦରେ ସଡ଼କ ଦୁର୍ଘଟଣା, ୩ ମୃତ

ବର୍ତ୍ତମାନର ଏକ ବଡ଼ ଖବର ସାମ୍ନାକୁ ଆସୁଛି । କୋଲକାତାର ମୁର୍ଶିଦାବାଦରେ ଘଟିଯାଇଛି  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.