fbpx

ଡିକି ଭାଙ୍ଗି ନେଇଗଲେ ୯ ଲକ୍ଷ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି । ଦିନ ଦିପହରରେ ଲୁଟ୍ ହେଉଥିବାର ଖବର ଶୁଣିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ସ୍କୁଟି ଡିକି ଭାଙ୍ଗି ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗୋଷାଣୀ ନୂଆଗାଁ ଥାନା ହାଉସିଂ ବୋର୍ଡର ଏକ ଦୋକାନ ସାମନାରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଟି ଡିକିରେ ଟଙ୍କା ରଖି ଦୋକାନକୁ ଯାଇ ଫେରିବା ବେଳକୁ ଲୁଟ୍ ହୋଇଥିଲା ।

Get real time updates directly on you device, subscribe now.