fbpx
BJD SKY
BJD SKY

ଆଜି ରାତି ୧୨ଟା ୩୦ରୁ ୨୪ ଘଣ୍ଟିଆ ହେବ RTGS ସେବା, ଏବେ ସବୁ ବେଳେ କରି ପାରିବେ ମନି ଟ୍ରାନ୍ସଫର

BJD

ନୂଆଦିଲ୍ଲୀ, ୧୩ା୧୨:  ଅନ୍‌ଲାଇନ୍‌ ମନି ଟ୍ରାନ୍ସଫର ସେବା ଆରମ୍ଭ ନେଇ RBI ର ବଡ ଘୋଷଣା। ଏଣିକି ବର୍ଷର ସବୁଦିନ ସବୁ ସମୟରେ ମିଳିବ ଏହି ମନି ଟ୍ରାନ୍ସଫର ସେବା । ପୂର୍ବରୁ କେବଳ କାର୍ଯ୍ୟ ଦିବସରେ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ମିଳୁଥିଲା ସେବା । RTGS ଜରିଆରେ ୨ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥାଏ

Get real time updates directly on you device, subscribe now.