fbpx

ବିଜେଡ଼ିରୁ ବିଦା ହେଲେ ଶୈଳେସ ଡାନି; ଜାଣନ୍ତୁ କଣ ରହିଛି କାରଣ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡିରୁ ବିଦା ହୋଇଛନ୍ତି ଶୈଳେସ ଡାନି । ସମ୍ବଲପୁର ବିଜୁ ଜନତା ଦଳର ସଦସ୍ୟ ରହିଥିବା ଡାନିଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ ନିଲମ୍ବନ କରାଯାଇଥିବା ନେଇ ମେଡିଆ କୋ ଅର୍ଡିନେଟର ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.