fbpx

ବିଜେପିରେ ମିଶିଲେ ସାଇନା

ନୂଆଦିଲ୍ଲୀ, ୨୯ା୧: ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ମିଶିଛନ୍ତି ସାଇନା ନେହୱାଲ । ବ୍ୟାଡ଼ମିଣ୍ଟନ ତାରକା ହେଉଛନ୍ତି ସାଇନା ନେହୱାଲ । ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର ସମାରୋହରେ ଯୋଗ ଦେଇ ସେ ବିଜେପିରେ ସାମିଲ ହୋଇଛନ୍ତି । ସାଇନାଙ୍କ ବଡ଼ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ସାଇନା ପ୍ରତିକ୍ରିୟା ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି । ଏହାସହ ଖେଳ ପାଇଁ ପ୍ରଧାନମନ୍ତ୍ରୀ ବହୁତ କିଛି କରିଛନ୍ତି । ପ୍ରଧାନମନ୍ତ୍ରୀ ଖେଳର ଉନ୍ନତି ପାଇଁ ଖେଲୋ ଇଣ୍ଡିଆ କରିଛନ୍ତି ।

Get real time updates directly on you device, subscribe now.