fbpx

ଶସ୍ତାରେ ମିଳୁଛି ସାମସଙ୍ଗର ବ୍ରାଣ୍ଡେଡ୍ ମୋବାଇଲ, ଜାଣନ୍ତୁ ଏହା କେଉଁଠି ……..

Advertisement

ଭୁବନେଶ୍ୱର: ଆମାଜନ ଆଣିଲା ବମ୍ପର ଅଫର ସାମସଙ୍ଗ ମୋବାଇଲ କିଣିଲେ ପାଇବେ ବିଶେଷ ରିହାତି । ଏବେ ଆମାଜନ ୱେବ ସାଇଟରେ ଗ୍ରାହକ ମାନଙ୍କ ପାଇଁ ଭଲ ରିହାତିରେ ସାମସଙ୍ଗର ବ୍ରାଣ୍ଡେଡ ମୋବାଇଲ ଆଣିପାରିବେ । ପୁରୁଣା ମୋବାଇଲର ଏକ୍ସଚେଞ୍ଜରେ ମଧ୍ୟ ଆପଣ ରିହାତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ସାମସଙ୍ଗର କେଉଁ ମଡେଲରେ ଏହି ସୁବିଧା ପାଇ ପାରିବେ ।

ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ଏବେ ଆମାଜନରେ ବଜାର ଦରଠାରୁ ଶସ୍ତାରେ ମିଳିପାରୁଛି । ମାର୍କେଟରେ ଏହାର ପ୍ରାଇସ୍ ୧୯ ହଜାର ୯୯୯ ଟଙ୍କା ହୋଇଥିବା ବେଳେ ଆମାଜନରେ ଏହା ୧୨ ହଜାର ୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣମାନେ ସାମସଙ୍ଗ ମୋବାଇଲ ପସନ୍ଦ କରୁଥାନ୍ତି । ତେବେ ତୁରନ୍ତ ଏହି ସୁଯୋଗର ଲାଭ ଉଠାନ୍ତୁ । ଆପଣମାନେ ଯଦି ସାମସଙ୍ଗ ଏମ- ୩୪ ୫ଜି କିଣିବାକୁ ଚାହୁଁଛନ୍ତି ଏହି ଫୋନର ଫିଚର ବିଷୟରେ ଜାଣି ରଖନ୍ତୁ ।

ଏହି ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ୬.୬ ଇଞ୍ଚର ଫୁଲ ଏଚଡି ସହ ସୁପର ଆମୋଲିଡ ଡିସପ୍ଲେ ରହିଛି । ଏହି ସ୍ମାର୍ଟ ଫୋନଟି ୮ ଜିବି ର୍ୟାମ ୧୨୮ ଜିବି ଷ୍ଟୋରେଜ ରହିବା ସହ ୫ଏନଏମ ଏକ୍ସାଇନସ୍ ୧୨୮୦ ପ୍ରୋସୋସର ରହୁଛିଲ । ବ୍ୟାକ କ୍ୟାମେରା ୫୦ ମେଗାପିକ୍ସେଲ ହୋଇଥିବା ବେଳେ ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ଏହାସହ ମୋବାଇର ପଛପଟରେ ସେନସର ମଧ୍ୟ ଉପଲବ୍ଧ ରହିଛି । ଏହି ଫୋନରେ ୫ଜି, ୱାଇଫାଇ, ବ୍ଲୁଟୁଥ, ଜିପିଏସ ସହ ଚାର୍ଜିଙ୍ଗ କେବଲ ଟାଇପ-ସି ଭଳି ସୁବିଧା ରହିଛି । ଏଥିସହ ୬୦୦୦ ଏମଏଏଚ ବ୍ୟାଟେରୀ ରହିଛି । ୨୫ ୱାଟର ଫାଷ୍ଟ ଚାର୍ଜିଂ ସହିତ ଆମାଜନରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.