Breaking: ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବଢ଼ାଯିବ ବାଲି, ଏଡିଜିଙ୍କ ସହ ୧୫ ଜଣିଆ ବିଶେଷଜ୍ଞ ଟିମ କଲା ଅନୁଧ୍ୟାନ

କୋଣାର୍କ: ଗର୍ଭଗୃହରୁ ବାଲି କଢ଼ିବା ପାଇଁ କରାଯାଇଥିବା ପ୍ରସ୍ତୁତିର ଅନୁଧ୍ୟାନ କଲେ ଏଏସଆଇ ଏଡିଜି ଜାହବୀ ଶର୍ମା । ଏଡିଜି ସମେତ ୧୫ ଜଣିଆ କୋର୍ କମିଟି ମଧ୍ୟ ଅନୁଧ୍ୟାନ ପାଇଁ କୋଣାର୍କରେ ପହଞ୍ଚିଛନ୍ତି । କୋର କମିଟିରେ ଆିଆଇଟି ମାଡ୍ରାସ ଓ ଦିଲ୍ଲୀ ବିଶେଷଜ୍ଞ । ସ୍ଥିତି ଅନଧ୍ୟାନ ପରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ।