fbpx

ବିକିନି ବଡି ବିଲ୍ଡିଂରେ ଓଡ଼ିଆ ଝିଅ ସାରିନା ପାଣି: ମୁମ୍ବାଇରେ ଜିତିଲେ ସ୍ୱର୍ଣ୍ଣ ପଦକ,ଦେଖନ୍ତୁ ଅଭ୍ୟାସର Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିକିନି ବଡି ବିଲ୍ଡିଂରେ ଚମକ୍ରାର ପ୍ରଦର୍ଶନ କରି ରାଜ୍ୟର ନାମ ଉଚ୍ଚା କରିଛନ୍ତି ସାରିନା ପାଣି । ପେଶାରେ ଜଣେ ନ୍ୟୁଟ୍ରିସନିଷ୍ଟ ଓ ଲାଇଫ୍ କୋଚ୍ ରହିଥିବା ସାରିନା ମୁମ୍ବାଇରେ ବସବାସ କରନ୍ତି । ନକଟରେ ମୁମ୍ବାଇରେ ଅନୁଷ୍ଠିତ ଆମେଚ୍ୟୁର ଅଲିମ୍ପିଆଡ ବଡି ବିଲ୍ଡିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ସେ ପ୍ରୋ କାର୍ଡ ମଧ୍ୟ ହାସଲ କରିଛନ୍ତି ।
ଦେଖନ୍ତୁ ଭିଡିଓ

Get real time updates directly on you device, subscribe now.