fbpx
BJD
BJD SKY
BJD SKY

ଝାରପଡ଼ା ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ

ଝାରପଡା,୧୭ ।୧୨(ଓଡିଶା ଭାସ୍କର): ଝାରପଡ଼ା ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍ ଯାଇଛନ୍ତି ସର୍ବେଶ୍ୱର । ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ ।

ତେବେ ଆକାଶ ପାଠକଙ୍କ ଠକେଇ ମାମଲାରେ ଗିରଫ ହୋଇଥିଲେ ସର୍ବେଶ୍ୱର । ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ସର୍ବେଶ୍ୱର । ସେ କଲେଜ ପିଲାଙ୍କ ତାଲିକା ପିଟରଙ୍କୁ ପଠାଉଥିଲେ । ଆକାଶ ପାଠକଙ୍କ ପିଏ ଡେଭିଡ ପିଟର ସର୍ବେଶ୍ୱରଙ୍କ ନାଁ ନେଇଥିଲେ । ପ୍ରଦୀପଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା ।

Get real time updates directly on you device, subscribe now.