fbpx

ସାତପଡ଼ାରେ ୨୦ରୁ ଅଧିକ ବୋମାମାଡ଼

ବ୍ରହ୍ମଗିରି: ସାତପଡ଼ାର ନାଥପୁରରେ ବୋମାମାଡ଼ । ନିଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ୨୦ରୁ ଉର୍ଦ୍ଧ୍ଵ ବୋମାମାଡ଼ ସୂଚନା । ଜମି ଜବରଦଖଲକୁ ନେଇ ଉତ୍ତେଜନାରୁ ବୋମାମାଡ଼ । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ । ୩୫ ମୌଜାର ଲୋକେ ଏନେଇ ଆଜି ବୈଠକ ଡାକିଥିଲେ । ବୈଠକକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକେ ନଆସି ବୋମାମାଡ଼ କରିଥିବା ସୂଚନା । ସେପଟେ ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସପି, ଏସଡିପିଓ, ବ୍ରହ୍ମଗିରି ଆଇଆଇସି ପହଞ୍ଚିଛନ୍ତି ।

Get real time updates directly on you device, subscribe now.