ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା ହୋଇଗଲାଣି । ଆଜି ବିବାହ ହୋଇ କାଲି ପତି-ପତ୍ନୀ ଅଲଗା ହେଉଥିବା ଦେଖାଯାଉଛି । ତେବେ ଏ କ୍ଷେତ୍ରରେ ଦୁର୍ବଳ ଶାରୀରିକ ଓ ମାନସିକ ସ୍ଥିତି ହିଁ ଦାୟୀ ବୋଲି କୁହାଯାଉଛି । ଆପଣମାନେ ଜାଣନ୍ତି କି ପ୍ରାଚୀନ କାଳରେ ରାଜାମାନେ ୧୦୦ ରାଣୀଙ୍କୁ ସହଜରେ ସନ୍ତୁଷ୍ଟ କରିପାରୁଥିଲେ । କିନ୍ତୁ ଆଜିର ସମୟରେ ପୁରୁଷମାନେ ନିଜର ଏକମାତ୍ର ସାଥୀଙ୍କୁ ସନ୍ତୁଷ୍ଟ କରିପାରୁ ନାହାନ୍ତି । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଏହାର ପ୍ରକୃତ କାରଣ ବିଷୟରେ ।
୧- ପ୍ରାଚୀନ କାଳରେ ରାଜାମାନେ ନିଜର ଯୌବନକୁ ଦୀର୍ଘସ୍ଥାୟୀ କରିବା ଉଦ୍ଦେଶ୍ୟରେ ମୁଖ୍ୟତଃ ଆୟୁର୍ବେଦିକ ଔଷଧ ସେବନ କରୁଥିଲେ । ଫଳରେ ସେମାନଙ୍କର ଷ୍ଟାମିନା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଜାୟ ରହୁଥିଲା । ତେଣୁ ସେମାନେ ଏକାଧିକ ରାଣୀଙ୍କ ସହ ସମୟ ବିତାଇ ପାରୁଥିଲେ ।
୨- ନିଜର ଷ୍ଟାମିନା ବୃଦ୍ଧି ପାଇଁ ରାଜାମାନେ ଶିଲାଜୀତ, ମୁସଲି, ଅଶ୍ୱଗନ୍ଧା, ଅଁଳା ଆଦି ଦ୍ରବ୍ୟ ସେବନ କରୁଥିଲେ । ପ୍ରାଚୀନ କାଳର ପୁସ୍ତକରେଏ ବିଷୟରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି । ତେବେ ଉପରୋକ୍ତ ଜିନିଷଗୁଡ଼ିକ ସେବନ କରିବାର ସୁଫଳ ସେମାନଙ୍କର ଶରୀର ଉପରେ ପଡ଼ୁଥିଲା ।
୩- ଆପଣମାନେ ମଧ୍ୟ ନିଜର ଶରୀରର ଶକ୍ତିବୃଦ୍ଧି ପାଇଁ ଶିଲାଜିତ, ଅଁଳା, ଅଶ୍ୱଗନ୍ଧାରୁ ୫ ଗ୍ରାମ ଲେଖାଏଁ ନେଇ ଗୁଣ୍ଡ କରି ଗରମ କ୍ଷୀର ସହିତ ସେବନ କରିପାରିବେ। ଏହାଦ୍ୱାରା ଆପଣଙ୍କର ଷ୍ଟାମିନା ବୃଦ୍ଧି ହେବା ସହ ଆପଣ ନିଜର ସାଥୀଙ୍କୁ ସନ୍ତୁଷ୍ଟ କରିପାରିବେ ।
୪- ଏହି ଔଷଧ ସେବନ କରିବା ଦ୍ୱାରା ପୁରୁଷମାନଙ୍କର ମର୍ଦାନା ଶକ୍ତି ବୃଦ୍ଧି ପାଇବା ସହ ଶୀଘ୍ର ସ୍ଖଳନ ସମସ୍ୟାରୁ ମୁକ୍ତ ମିଳିଥାଏ । ଏହାର କୌଣସି ସାଇଡ୍ ଇଫେକ୍ଟ ନଥିବାରୁ ଏହାକୁ ସମସ୍ତେ ବ୍ୟବହାର କରିପାରିବେ ।
୫- ଆପଣମାନେ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମାନସିକ ଭାବେ ଦୃଢ଼ ରହିବା ଦରକାର । ଏହି ଫର୍ମୂଲା ଆପଣମାନେ ନିଜର ରିଲେସନସିପରେ ମଧ୍ୟ ଆପ୍ଲାଏ କରିପାରିବେ । ମନରେ ଭୟ, ଦୁର୍ବଳ ମାନସିକତା ରହିଥିଲେ କୌଣସି କାର୍ଯ୍ୟ ଠିକଭାବେ ସମ୍ପନ୍ନ ହୋଇନଥାଏ ।