fbpx
BSKY
BJD MC SKY
BJD YOUTH SKY

(Video) ଗାଁରେ ଗରୁଡ଼ ପକ୍ଷୀକୁ ଦେଖି ଜଗନ୍ନାଥଙ୍କୁ ଡାକିଲେ ଲୋକେ; ରାମାୟଣ ସମୟରେ…

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର ଦେଖିଥିଲେ । ସେଠି ଉପସ୍ଥିତ ଥିବା ଲୋକେ ଏହାକୁ ଗରୁଡ ପକ୍ଷୀ ବୋଲି କହିଥିଲେ । କେହି ଏହାକୁ ନେବାପାଇଁ ଇଛୁକ ନହେବାରୁ ତାକୁ ଜଣେ କିଶୋର ବୟସର ପିଲା ନିଜ ଘରକୁ ଆଣି ରଖିଛନ୍ତି ।

ଗ୍ରାମର ବାସିନ୍ଦାମାନେ ଏଭଳି ପକ୍ଷୀ ପୂର୍ବରୁ କେବେ ଦେଖିବାକୁ ପାଇନଥିବା ବେଳେ ଏହାକୁ କ୍ଷୀର ଦେଇ ସେ ଘରେ ଆଶ୍ରୟ ଦେଇଛନ୍ତି । ପକ୍ଷୀଟିକୁ ପାଇ ଖୁବ୍ ଖୁସି ବୋଲି ସେ କହିଛନ୍ତି । ତେବେ ବନ ବିଭାଗ ତରଫରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.