fbpx

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ୬୭ ବୟସରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କିଛି ଦିନ ଧରି ଅସୁସ୍ଥ ହେବା ପରେ ଦିଲ୍ଲୀର ଏକ ହସ୍ପିଟାଲେରେ ଚିକିତ୍ସିତ ହେଉଥିଲେ ବିନୋଦ, ତେବେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ପରଲୋକ । ବିନୋଦଙ୍କ ପରଲୋକ ନେଇ ଝିଅ ମଲ୍ଲିକା ଦୁଆ ସ୍ପଷ୍ଟ କରିଛନ୍ତି । ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Get real time updates directly on you device, subscribe now.