• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଜୀବନଚର୍ଯ୍ୟା
  • Astrology
  • ଶନିଦେବ ମାର୍ଚ୍ଚ ଏତିକି ତାରିଖରେ କରିବେ ରାଶି ପରିବର୍ତ୍ତନ, ଏହି ରାଶିମାନେ ଭୋଗିବେ ସମସ୍ୟା

ଶନିଦେବ ମାର୍ଚ୍ଚ ଏତିକି ତାରିଖରେ କରିବେ ରାଶି ପରିବର୍ତ୍ତନ, ଏହି ରାଶିମାନେ ଭୋଗିବେ ସମସ୍ୟା

ଏତିକି ତାରିଖରେ ଶନି ଦେବ ପରିବର୍ତ୍ତନ କରିବେ ରାଶି, ସତର୍କ ରୁହନ୍ତୁ ଏହି ରାଶି

By Chinmayee Beura On Mar 11, 2025 at 12:42 PM
Share

ଓଡ଼ିଶା ଭାସ୍କର: ଶନିଦେବ ୨୦୨୫ରେ ରାଶି ପରିବର୍ତ୍ତନ କରିବେ। ଶନିଦେବଙ୍କ ଏହି ରାଶି ପରିବର୍ତ୍ତନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସମସ୍ତ ୧୨ ରାଶି ଶନିଦେବଙ୍କ ରାଶି ପରିବର୍ତ୍ତନରେ ପ୍ରଭାବିତ ହେବେ।

ସେହିପରି ଏହି ସମୟରେ କିଛି ରାଶି ଅଛନ୍ତି, ଯେଉଁମାନେ ଖୁବ ସତର୍କ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା।

ଚଳିତ ବର୍ଷ ଶନିଦେବ ମାର୍ଚ୍ଚ ୨୯ ତାରିଖରେ ରାଶି ପରିବର୍ତ୍ତନ କରିବେ। ଏହି ଦିନ ଶନି ଦେବ କୁମ୍ଭରୁ ବାହାରି ମୀନ ରାଶିରେ ଗୋଚର କରିବେ। ଶନି ଦେବଙ୍କ ରାଶି ପରିବର୍ତ୍ତନର ପ୍ରଭାବ କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି। ତେବେ ଏହି ରାଶିମାନଙ୍କୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ଆହୁରି ପଢନ୍ତୁ

School Holiday; ୧୧ ଯାଏଁ ସ୍କୁଲ ବନ୍ଦ,…

ମହିଳା ମାର୍କେଟ ; ଏଠି ବର୍ଷକୁ ବିକ୍ରି…

ମେଷ: ମୀନ ରାଶି ପରେ ମେଷ ରାଶିରେ ଶନିଦେବଙ୍କର ଶାଢେଶାତୀ ଆରମ୍ଭ ହୋଇଯିବ। ଏହି କାରଣରୁ ମେଷ ରାଶିର ଲୋକେ ୨୯ ମାର୍ଚ୍ଚ ପରେ ଖୁବ ସତର୍କ ରହିବା ଆବଶ୍ୟକ।

୨୦୨୫ ବର୍ଷ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କଠିନ ଏବଂ ସମସ୍ୟାପୂର୍ଣ୍ଣ ରହିବ। କିନ୍ତୁ ଆପଣ ଏହି ବର୍ଷ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।

ସିଂହ ଏବଂ ଧନୁ: ଶନିଦେବଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସିଂହ ଏବଂ ଧନୁ ରାଶିର ଲୋକଙ୍କ ଉପରେ ପଡିବ। ଶନି ଦେବଙ୍କ ମୀନ ରାଶିରେ ପ୍ରବେଶ କରିବା ପରେ ସିଂହ ଏବଂ ଧନୁ ରାଶିରେ ପ୍ରଭାବ ପଡିବ।

ଏହି କାରଣ ଯୋଗୁଁ ୨୯ ମାର୍ଚ୍ଚ ପରେ ସିଂହ ରାଶି ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟର ଏବଂ ଆର୍ଥିକ ମାମଲାରେ ଖୁବ ସତର୍କ ରହିବାର ଆବଶ୍ୟକତା ରହିବ।

ଉପାୟ: କାହାରି ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ। ଶନି ଦେବଙ୍କ ସହ ଜଡିତ ଜିନିଷ ଦାନ କରନ୍ତୁ। ଶନିବାର ଦିନ ଶନି ଦେବଙ୍କ ମୂର୍ତ୍ତିରେ ତେଲ ଢାଳନ୍ତୁ। ଓସ୍ତ ଗଛ ପୂଜା କରନ୍ତୁ। ଶନିବାର ଦିନ କଳା କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

Share

Prev Post

ଭାଇରାଲ ହେଉଛି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପ୍ରି-ୱେଡିଂ ଫଟୋସୁଟ୍, ଖୁବଶୀଘ୍ର କରିବେ ବିବାହ

Next Post

ବିଜେଡି ବିଧାୟିକା ମନୋରମା, ଅଶ୍ୱିନୀଙ୍କୁ ହାଇକୋର୍ଟଙ୍କ ଝଟକା

You might also like More from author
Top Stories

School Holiday; ୧୧ ଯାଏଁ ସ୍କୁଲ ବନ୍ଦ, ବର୍ଷା-ବନ୍ୟା ସ୍ଥିତି ପାଇଁ ସରକାର ନେଲେ ନିଷ୍ପତି

Featured

ମହିଳା ମାର୍କେଟ ; ଏଠି ବର୍ଷକୁ ବିକ୍ରି ହେଇଯାଆନ୍ତି ୧୨ହଜାର ମହିଳା , ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ…

Top Stories

ଲକ୍‌ଡାଉନରେ କ୍ୟାନସରରେ ହେଲେ ଆକ୍ରାନ୍ତ, ୟୁଏସ ଭିସା ହେଲା ରିଜେକ୍ଟ, ଭଗବାନଙ୍କ ଭଳି ସାହାଯ୍ୟ…

Top Stories

(video) ନିର୍ଦୟ ପାଲଟିଲା ନାତି, ଜେଜେମା’କୁ ଖଟରୁ ଘୋଷାଡ଼ି ଆଣି ପିଟିଲା, ଭୋ ଭୋ ହୋଇ ରଡି…

Breaking News

ବଡ଼ ଖବର, ଦେଶର ୧୫ ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ, ଦୁଇ ଦୁଇ ଥର ହୋଇଛନ୍ତି ସାଂସଦ,…

Breaking News

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ୪ଟି ସନ୍ତାନ ଥିଲେ ଆଉ ଦେବାକୁ ପଡ଼ିବନି ଟାକ୍ସ..

Prev Next
Odisha Bhaskar

Recent Posts

ଇଣ୍ଡିଆ ଆଲାଏନ୍ସକୁ ଶକ୍ତ ଝଟକା, ଉପରାଷ୍ଟ୍ରପତି…

School Holiday; ୧୧ ଯାଏଁ ସ୍କୁଲ ବନ୍ଦ,…

ମହିଳା ମାର୍କେଟ ; ଏଠି ବର୍ଷକୁ ବିକ୍ରି…

ଲକ୍‌ଡାଉନରେ କ୍ୟାନସରରେ ହେଲେ ଆକ୍ରାନ୍ତ, ୟୁଏସ…

ରାୟଗଡାରେ ବିଜେଡି ଉଭାନ ଲେନିନ କହୁଛନ୍ତି…

(video) ନିର୍ଦୟ ପାଲଟିଲା ନାତି, ଜେଜେମା’କୁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

School Holiday; ୧୧ ଯାଏଁ ସ୍କୁଲ ବନ୍ଦ,…

ମହିଳା ମାର୍କେଟ ; ଏଠି ବର୍ଷକୁ ବିକ୍ରି…

ଲକ୍‌ଡାଉନରେ କ୍ୟାନସରରେ ହେଲେ ଆକ୍ରାନ୍ତ, ୟୁଏସ…

(video) ନିର୍ଦୟ ପାଲଟିଲା ନାତି, ଜେଜେମା’କୁ…

Prev Next 1 of 27,134
© 2025 - TK Digital All Rights Reserved.