fbpx

ଆଜି ପୁଣି ରାଜ୍ୟର ୧୧ ଟି ଜିଲ୍ଲାରେ ସଟଡ଼ାଉନ୍

ଭୁବନେଶ୍ୱର,୨୦/୬(ଓଡିଶା ଭାସ୍କର): ସର ରାଜ୍ୟରେ କରୋନା ହୁ ହୁ ହୋଇ ମାଡିଚାଲିଥିବା ବେଳେ ଏହା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର। ଏନେଇ ଆଜି ପୁଣି ରାଜ୍ୟର ୧୧ ଟି ଜିଲ୍ଲାରେ ସଟଡ଼ାଉନ୍ ରହିବ। ୪୮ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ସଟଡ଼ାଉନ୍ ଲାଗୁ ହେବ । ୧୧ଟି ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ,ପୁରୀ,ନୟାଗଡ଼,ଖୋର୍ଦ୍ଧା,କଟକ,ଜଗତସିଂହପୁର,କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,ବାଲେଶ୍ୱର ଓ ବଲାଙ୍ଗୀର ।

Get real time updates directly on you device, subscribe now.