fbpx
BSKY
BJD MC SKY
BJD YOUTH SKY

କଙ୍କାଳର ସ୍କେଚ୍ ଜାରି କଲା ପୋଲିସ, ଦେଖନ୍ତୁ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ଆସିଛିି ବଡ ଖବର । କଙ୍କାଳକୁ ଆଧାର କରି ଜାରି ହୋଇଛି ସ୍କେଚ୍, ଯାହାକୁ ସର୍ବସାଧାରଣରେ ଲଗାଯିବ । କମିଶନରେଟ ପୋଲିସ ପକ୍ଷରୁ କଙ୍କାଳର ସ୍କେଚ୍ ଜାରି ହୋଇଛି । ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଓ ମୃତ୍ୟୁର ପଦ୍ଧତି ଜାଣିବାକୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ପ୍ରସ୍ତୁତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.