fbpx

ଗାଇ କ୍ଷୀର ଠାରୁ ଅଧିକ ଫାଇଦା ଛେଳୀ କ୍ଷୀର : ଜାଣିନିଅନ୍ତୁ ଏହାର ଉପକାରିତା

ଭୁବନେଶ୍ୱର : ଶରୀରକୁ ସୁସ୍ଥ ରଖିବା ପାଇଁ କ୍ଷୀର ନିତ୍ୟନ୍ତ ଆବଶ୍ୟକ । କିନ୍ତୁ ଆପଣ ଜାଣି ଛନ୍ତି କି ଗାଇ କ୍ଷୀର ଅପେକ୍ଷା ଛେଳି କ୍ଷୀରତ ଅତ୍ୟନ୍ତ ଫାଇଦା ହୋଥାଏ । ଏଥିରେ ଶାରୀରିକ ଏବଂ ମାନସୀକ ଅବସ୍ଥାରେ ସୁଧାର ଆସିଥାଏ । ଛେଳିର କ୍ଷୀରରେ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଛି, ଯାହା ଶରୀର ପାଇଁ ଉତ୍ତମ ଅଟେ ଏବଂ ଏହିକ୍ଷୀରରେ କୋଲଷ୍ଟ୍ରଲର ମାତ୍ରା କମ ଥାଏ ।

୧. ଛେଳି କ୍ଷୀରରେ ଏଣ୍ଟି ଇଫ୍ଲେମେଟରୀର ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ଓଜନ ବଢାଇବାରେ ସାହାର୍ଯ୍ୟ କରି

ପାରେ ।

୨. ଛେଳିର କ୍ଷୀର ସହଜରେ ନଷ୍ଟ ହୋଇଯାଏ । ଛେଳି କ୍ଷୀରରେ ମିଳୁଥିବା ପ୍ରୋଟିନ, ଗାଇର କ୍ଷୀରରେ ମିଳୁଥିବା ପ୍ରୋଟିନ ତୁଳନାରେ ଶୀଘ୍ର ପାଚିଯାଏ । ଏହି କ୍ଷୀର ପେଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।

୩. ଏହାକୁ ପିଇବା ଦ୍ୱାରା ହାଡ ମଜବୁତ ହୋଇଥାଏ । କାରଣ ଏଥିରେ କ୍ୟାଲସିୟମର ପାତ୍ରା ଭଲ ପରିମାଣରେ       ରହିଥାଏା
୪. ଛେଳି କ୍ଷୀରରେ ଭିଟମିନ ଏ ର ଉଚ୍ଚ ସ୍ତର ରୁହେ । ଏଣୁ ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥରେ ସୁଧାର ଆସିଥାଏ ।

Get real time updates directly on you device, subscribe now.