fbpx

(Video) ୫ ଫୁଟ୍ ଲମ୍ବର ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ: ଦୋକାନ ଭିତରେ ପଶିଥିଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବାର ନଜର ଆସିଛି । ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଦୋକାନ ଘରୁ ଉଦ୍ଧାର ହୋଇଛି ୫ ଫୁଟ୍ ର ଏକ ବିରାଟ ଅଜଗର ସାପ ।

ଦୋକାନ ଘରୁ ଉଦ୍ଧାର ହେଲା ୫ ଫୁଟ୍ ଲମ୍ବର ଅଜଗର । ଦୋକାନ ଭିତରେ ଏହି ଅଜଗର ଜାଣିବା ପରେ ଏହି ଅଜଗରଟିକୁ ଉଦ୍ଧାର କରାଯାଇଛି ।

ଧଉଳି ନିକଟରେ ଥିବା ଏକ ଦୋକାନ ଭିତରକୁ ଏହି ଅଜଗର ସାପଟି ପସିଆସିଥିଲା । ଯାହାପରେ ଦୋକାନ ମାଲିକ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ ଏବଂ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଉକ୍ତ ଅଜଗରଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.