fbpx
BSKY SKY
BSKY SKY

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଦେଲେ ଯବାନ୍: DRDO ଅଫିସ ପରିସରରେ ଆତ୍ମହତ୍ୟା

BSKY

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍ । କିଆରବାଙ୍କ ସ୍ଥିତ ଡିଆରଡିଓ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି ଭାରତୀୟ ସୈନିକ । ତାମିଲନାଡୁର ଯବାନ୍ ରାଜେଶ କରନ୍ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ଏହି ମାମଲାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି ।

Get real time updates directly on you device, subscribe now.