fbpx

(Audio Call) ତମେ କାହିଁକି ତା ପଛରେ ପଡ଼ିଛ, ତାକୁ ଛାଡ଼ିଦିଅ; ଆତ୍ମହତ୍ୟା ପୂର୍ବରୁ ସୌମ୍ୟଙ୍କୁ ଏପରି କହିଥିଲେ ସୋନାଲିଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ସୋନାଲ ନନ୍ଦ ଓ ବ୍ୟବସାୟୀ ସୌମରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି । ଧୀରେ ଧୀରେ ସୌମ୍ୟଙ୍କ ଆତ୍ମହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୋନାଲିଙ୍କ ମାଆଙ୍କ ସହିତ କଥା ହୋଇଥିବା ଏକ ଅଡିଓ କଲ୍ ସାମନାକୁ ଆସିଛିା ଏଥିରେ ସୋନାଲିଙ୍କ ମାଆ ସୌମ୍ୟଙ୍କୁ କହିଛନ୍ତି ଯେ, ତମେ କାହିଁକି ତା ପଛରେ ପଡ଼ିଛ, ତାକୁ ଛାଡ଼ିଦିଅ ବୋଲି କହିଛନତି । ଅଡିଓ କଲ୍ ଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.