fbpx

ବାଚସ୍ପତିଙ୍କୁ ଉପରକୁ ଜୋତା ଫୋପାଡିବା ପ୍ରସଙ୍ଗ:୩ ବିଧାୟକ ସସପେଣ୍ଡ୍

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର):ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଥିଲେ ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିଲେ ଜୟନାରାୟଣ ମିଶ୍ର , ବିଷ୍ଣୁ ସେଠୀ ଓ ମୋହନ ମାଝୀ। ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏହି ଘଟଣା ଘଟିଥିଲା ।ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ସସପେଣ୍ଡ୍ କରିଛନ୍ତି ବାଚସ୍ପତି । ଏହି ଅଧିବେଶନ ପାଇଁ ୩ ବିଧାୟକ ସସପେଣ୍ଡ୍ ହୋଇଛନ୍ତି ।

Get real time updates directly on you device, subscribe now.