fbpx

ଶ୍ରୀଧର ପାତ୍ର ହେଲେ ନାଲକୋର CMD

ନୂଆଦିଲ୍ଲୀ,୧୭ ।୧୨: ନାଲକୋର CMD ଭାବେ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କର ନିଯୁକ୍ତିକୁ ଅନୁମୋଦ କରିଛି କ୍ୟାବିନେଟ୍ କମିଟି । ସେ୨୦୨୪ ଅକ୍ଟୋବର ୩୧ ଯାଏ ଦାୟିତ୍ୱ ତୁଲାଇବେ । ତେବେ ଶ୍ରୀପାତ୍ର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଭିଜ୍ଞତା ହାସଲ କରିଥିବା ବେଳେ ସେ ନଭେମ୍ବର ୩୦ରେ ନାଲକୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ ।

ଅନ୍ୟପଟରେ ଶୀଧର ଟିଏଚଡିସି ଇଣ୍ଡିଆ ଲିମିଟେଡ କମ୍ପାନୀରେ ବିତ୍ତ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରି ବିଦ୍ୟା ସାଗର ବିଶ୍ୱବିଦ୍ୟାଳୟରୁ ଏମବିଏ ଏଚଆରଡି ଡିଗ୍ରୀ ହାସଲ କରିଛନ୍ତି ।

Get real time updates directly on you device, subscribe now.