fbpx

ଘୁଞ୍ଚିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା

ଭୁବନେଶ୍ୱର, ୨୪ା୧୨(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଘୁଞ୍ଚିଥିବା ସୂଚନା ରହିଛି । ଜାନୁଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି । ଏହାସହ ଖୁବଶୀଘ୍ର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ନିର୍ବାଚନ ସରିବ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସେହିପରି ଗତ ୨୦ତାରିଖ ଦିନ ପ୍ରତିଜିଲ୍ଲା ପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.