fbpx

ଲକ୍ଷ୍ମୀପୁରକୁ ମିଳିବ ସବ୍-ଡିଭିଜନ୍ ମାନ୍ୟତା? ବିକାଶ ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ

Advertisement

କୋରାପୁଟ: କେରାପୁଟ ଲକ୍ଷ୍ମୀପୁରକୁ ସବ୍-ଡିଭିଜନ୍ ମାନ୍ୟତା ପାଇଁ ଦାବି କରାଯାଉଛି । ଏହି ସବଡିଭିଜନ୍ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଲକ୍ଷ୍ମୀପୁରର ବିକାଶ ପରିଷଦ ପକ୍ଷରୁ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଫଳରେ ରାୟଗଡ଼ା-ଜୟପୁର ରୁଟରେ ଗାଡ଼ି ଚଳାଚଳ ଠପ୍ ହୋଇଛି । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.