fbpx
BJD SKY
BJD SKY

SAAW ର ସଫଳ ପରୀକ୍ଷଣ

BJD

ଭୁବନେଶ୍ୱର,୨୧ ।୧: ଓଡିଶା ଉପକୂଳରେ ସ୍କାର୍ଟ ଆଣ୍ଟି ଏୟାରଫିଲ୍ଡ ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । SAAW ର ପରୀକ୍ଷା କରିଛି ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ-HAL । Hawk-i ବିମାନରୁ ଛଡାଗଲା DRDOଓ ଦ୍ୱାରା ବିକଶିତ SAA ଅସ୍ତ୍ର । ଭାରତୀୟ Hawk-mk ୧୩୨ ବିମାନରୁ ଏହାର ପ୍ରଥମ SAAW ପରୀକ୍ଷଣ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.