fbpx

ଏସଟିଏଫକୁ ମିଳିଲା ବଡ ସଫଳତା

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଏସଟିଏଫକୁ ଆଜି ମିଳିଛି ବଡଧରଣର ସଫଳତା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ‘ ଚୋରା ବନ୍ଧୁକ ଓ ଏହାର ମାଷ୍ଟରମାଇଣ୍ଡ ଏବେ ଏସଟିଏଫ କବଜାରେ । ଚନ୍ଦକା ଅଞ୍ଚଳରେ ଚଢାଉ ବେଳେ ୨ଟି ପିସ୍ତଲ ଓ ୫ଟି ରିଭଲଭଲ ଜବତ ହୋଇଛି । ଗୋଟିଏ ସିଙ୍ଗଲ ବ୍ୟାରେଲ ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ ହୋଇଛି । ଚଢାଉ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।’

Get real time updates directly on you device, subscribe now.