fbpx

ମିଛ ଖବର ପ୍ରସାରଣ ପାଇଁ ଗିରଫ ହେଲେ ୱେବ ଚ୍ୟାନେଲ ମାଲିକ ସୁଧାଂଶୁ ରାଉତ,

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବାରୁ ୱେବ ଚ୍ୟାନେଲର ମାଲିକ ସୁଧାଂଶୁ ରାଉତକୁ ଗିରଫ କରାଯାଇଛି । ବଡବିଲର ଏକ ଲଜରୁ ତାଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସଏ ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିଛି । ଏହା ସହିତ ସେ ସୋସିଆଲ ମିଡିଆରେ ମିଛ ଖବର ମଧ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହେଇଥିଲା ।

Get real time updates directly on you device, subscribe now.