fbpx

ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକର ଆତ୍ମହତ୍ୟା!

କଟକ, ୧୧ା୧(ଓଡ଼ିଶା ଭାସ୍କର): ଆଜି ଏକ ଯୁବକଙ୍କ ମୃତଦେହ ତାଳଦଣ୍ଡା ରେଳ ଲାଇନରୁ ଉଦ୍ଧାର ହୋଇଛି । ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି କଟକ ରାଉସ ପାଟଣା ଅଞ୍ଚଳର ମନୋଜ ସ୍ୱାଇଁ । ମୃତଦେହ ପାଖରୁ ସୁଇସାଇଟ ନୋଟ୍ ମିଳିଥିବା ସୂଚନା ମିଳିଛି । ଯୁବକ ଜଣକ ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍ ଲାଇନରେ ଭିଡ଼ିଓ ସୁଟିଂ ମଧ୍ୟ କରିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.