fbpx

swiggy ଓ zomatoରେ ମଦର ହୋମ୍ ଡେଲିଭରୀ ଆରମ୍ଭ

ଅନଲାଇନ୍ ଖାଦ୍ୟ ସପ୍ଲାଏ କରୁଥିବା swiggy ଓ zomato କମ୍ପାନୀ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । swiggy ପ୍ରଥମେ ରାଞ୍ଚିରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଉଭୟ କମ୍ପାନୀ ଦେଶର ଅନ୍ୟ ରାଜ୍ୟରେ ମଦର ହୋମ୍ କରିବାକୁ ବିଚାର କରୁଛନ୍ତି । swiggy ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଏହି ସେବା ରାଞ୍ଚିରେ ଆରମ୍ଭ ହେବା ସହ ଆଉ ସପ୍ତାହ ମଧ୍ୟରେ ଝାଡଖଣ୍ଡର ଅନ୍ୟ ପ୍ରମୁଖ ସହରରେ ଚାଲୁ ହେବ । ଅନଲାଇନ ମଦର ହୋମ୍ ଡେଲିଭରୀ ପାଇଁ କମ୍ପାନୀ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି ।

Get real time updates directly on you device, subscribe now.