fbpx

ଟି-୨୦ ବିଶ୍ୱକପ: ଫାଇନାଲରେ ପାକିସ୍ତାନର ଫ୍ଲପ୍ ବ୍ୟାଟିଂ, ଚାମ୍ପିୟନ ହେବ ପାଇଁ ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୧୩୮

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର୍ ଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି। ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପାକିସ୍ତାନ ପାଇଁ ଶାନ୍ ମାସୁଦ ୩୮ ଏବଂ ଅଧିନାୟକ ବାବର ଆଜାମ ୩୨ ସର୍ବାଧିକ ସ୍କୋର କରିଥିଲେ। ଇଂଲଣ୍ଡ ପାଇଁ ସାମ୍ କୁରାନ୍ ସର୍ବାଧିକ ୩ଟି ଉଇକେଟ୍ ନେଇଥିଲେ। ସେହିପରି ଆଦିଲ ରଶିଦ ଏବଂ କ୍ରିସ୍ ଜୋର୍ଡାନ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା।

Get real time updates directly on you device, subscribe now.