Astrology ପୂଜା ଘରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇପାରେ ଝଗଡ଼ାର ମୂଳ କାରଣ Sasmita Jamuda Apr 9, 2024 ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘର ପାଇଁ କିଛି ନିୟମ ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଜୀବନରେ ପୂଜାପାଠ ସକାରାତ୍ମକ ପ୍ରଭାବ ପକାଇଥାଏ…