Browsing Tag

cuttack durga puja

DJ ବାଜିବ, ପୂଜା ଜମିବ… ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ: କିନ୍ତୁ…

କଟକ: ପାର୍ବଣ ଋତୁକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଖୁସି ଖବର । ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ…

ବାଜିବନି DJ… ଦୁର୍ଗାପୂଜା ପାଇଁ DJ ବଜାଇବା ଉପରେ ବାରଣ: ଏହି ଜିନିଷକୁ ମିଳିଲା ଅନୁମତି

କଟକ: ଗଣେଶ ପୂଜା ପରେ ଦୁର୍ଗା ପୂଜା ପାଇଁ ମଧ୍ୟ ଜାରି ହୋଇ ନିର୍ଦ୍ଦେଶନାମା । ଦୁର୍ଗାପୂଜା ଭସାଣି ସମୟରେ ଡିଜେ ବଜାଇବାକୁ ବାରଣ କରାଯାଇଛି । ମା’ ଦୁର୍ଗାଙ୍କ ବିସର୍ଜନ ସମୟରେ ଡିଜେ ବଜାଇବା ଉପରେ ସମ୍ପୂର୍ଣ୍ଣ ରୂପେ…

ମାଙ୍କ ଆଗମନ ପୂର୍ବରୁ ଜୋରଦାର ପ୍ରସ୍ତୁତି, ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କ ପାଇଁ ଖୁସି ଆଣୁଛି ପାର୍ବଣ

ଭୁବନେଶ୍ୱର: ହାତରେ ମାତ୍ର ଆଉ ଗୋଟେ ମାସର ଅପେକ୍ଷା ଧରାବତରଣ କରିବେ ମା ଦୁର୍ଗତିନାଶିନୀ । ଚିକମିକ ଆଲୋକମାଳାରେ ଚମକିବ ଗାଁ ରୁ ସହର । ପୂଜା ଯେତେ ପାଖେଇ ଆସୁଛି ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି…