Pocketing Relation କଣ? କାହିଁକି ଏମିତି ସମ୍ପର୍କକୁ ଲୋକ ପସନ୍ଦ କରନ୍ତି? ଏହାର କି ପ୍ରଭାବ ରହିଛି ଜୀବନରେ?
ଓଡିଶା ଭାସ୍କର: ଆପଣ ପ୍ରେମରେ ଅଛନ୍ତି କି? ଆପଣଙ୍କ ରିଲେସନ ପକେଟିଂ ନୁହେଁତ? କାରଣ ପକେଟିଂ ରିଲେସନ ହୋଇପାରେ ଆପଣଙ୍କ ପାଇଁ ବିପଦ । ଆପଣ ଭାବୁଥିବେ ରିଲେସନରେ ପକେଟିଂ ପୁଣି କଣ? ହଁ ଆଜ୍ଞା, ପକେଟିଂ ରିଲେସନସିପ…