କେରଳ ଜଙ୍ଗଲରୁ ଆସିଲା ଚମତ୍କାର କାହାଣୀ! ୱାୟନାଡ ଭୂସ୍ଖଳନର ୫ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ ଶିଶୁ
ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନର ରେସକ୍ୟୁ ଅଭିଯାନ ଏହା ମଧ୍ୟରେ ପଞ୍ଚମ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ…